ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତରେ ଅପ୍ଟିକାଲ ଫାଇବର ଇଣ୍ଟରନେଟ ସଂଯୋଗ ପହଞ୍ଚିଛି।

ଏହା ଫଳରେ ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା, ଟେଲିମେଡିସିନ ଓ ସରକାରୀ ସେବା ସହଜରେ ଉପଲବ୍ଧ ହେବ।